ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା : ନାହାନ୍ତି ଟେକ୍ନିସିଆନ୍‌ , ଗାମା କ୍ୟାମେରା ଅଚଳ

ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା,ହୋଇପାରୁନି ଥାଇରଏଡ୍‌ ଓ ଅନ୍ୟାନ୍ୟ ପରୀକ୍ଷା ଭୁବନେଶ୍ବର : ଟେକ୍‌ନିସିଆନ୍‌ଙ୍କ ଅଭାବ ପାଇଁ ଏମ୍‌ସ ଭୁବନେଶ୍ବର ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗାମା କ୍ୟାମେରା ସହାୟତାରେ କରାଯାଉଥିବା ବିଭିନ୍ନ ପରୀକ୍ଷା ସମ୍ଭବ ହୋଇପାରୁ ନାହିଁ। ଦୀର୍ଘ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ଫଳରେ ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡ ବା ଏଇଆରବି ଏହାର ଲାଇସେନ୍‌ସ୍‌ ବାତିଲ କରିବାକୁ ପଛାଇ ନ ଥିବା … Continue reading ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା : ନାହାନ୍ତି ଟେକ୍ନିସିଆନ୍‌ , ଗାମା କ୍ୟାମେରା ଅଚଳ